ଚଳିତବର୍ଷ ୪୦ ହଜାର ନିଯୁକ୍ତି

ଭୁ ବ ନେ ଶ୍ଵ ର , ୨୪।୧(ନି.ପ୍ର): ଫେବୃଆରୀ ୧୭ ତାରିଖରେ ବିଧାନସଭା ୨୦୨୫-୨୬ ପାଇଁ ରାଜ୍ୟ ବଜେଟ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ। ବଜେଟ ଉପସ୍ଥାପନ ପୂର୍ବରୁ ଶୁକ୍ରବାର ଲୋକସେବା ଭବନ କନ୍ଭେନସନ ସେଣ୍ଟରରେ ଆୟୋଜିତ ହୋଇଛି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରାକ୍ ବଜେଟ ବୈଠକ ବୈଠକରେ ପୂର୍ବତନ ଅର୍ଥମନ୍ତ୍ରୀ, ଅର୍ଥ ବିଶେଷଜ୍ଞ, ନାଗରିକ ସମାଜ, ବିଭିନ୍ନ କ୍ଷେତ୍ରର ପ୍ରତିନିଧିମାନଙ୍କ ସହ ଆଲୋଚନା ହୋଇଛି। ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି,…

Read More

Our Associates

Prediction: Bihar assembly election 2025